FASTag Pass: ଅଗଷ୍ଟ ୧୫ରୁ ବର୍ଷିକିଆ ଫାସ୍‌ଟ୍ୟାଗ୍ ପାସ୍‌, ଜାଣନ୍ତୁ କେମିତି ଫାଇଦା ପାଇବେ ଗାଡ଼ି ମାଲିକ ?

ଫାସ୍‌ଟ୍ୟାଗ୍ ଆଧାରିତ ବର୍ଷିକିଆ ପାସ୍ ନେଇ ଗଡକରୀଙ୍କ ବଡ଼ ଘୋଷଣା । ୩ ହଜାର ଟଙ୍କାର ଯେଉଁ ପାସ୍ ବ୍ୟବସ୍ଥା ହୋଇଛି, ସେଥିରେ ଗୋଟିଏ ଗାଡ଼ି ୨୦୦ ଟ୍ରିପ୍ ଅର୍ଥାତ୍ ୨୦୦ ଥର ଜାତୀୟ ରାଜପଥର ଟୋଲ ଗେଟ୍ ଅତିକ୍ରମ କରିପାରିବ । ଜାଣନ୍ତୁ କିଭଳି ଏହି ସ୍କିମର ଫାଇଦା ପାଇବେ ଗାଡ଼ି ମାଲିକ ?

FASTag Pass: ଅଗଷ୍ଟ ୧୫ରୁ ବର୍ଷିକିଆ ଫାସ୍‌ଟ୍ୟାଗ୍ ପାସ୍‌, ଜାଣନ୍ତୁ କେମିତି ଫାଇଦା ପାଇବେ ଗାଡ଼ି ମାଲିକ ?
Array