ED ଅଫିସର କହି ଠକୁଥିଲେ, STF କବ୍ଜାରେ ଏବେ ଦୁଇ ଠକ ଭାଇ
ଭୁବନେଶ୍ୱର ୧୭।୦୩ : ନିଜକୁ ED ଅଫିସର କହି ୨ ଭାଇ ଗିରଫ । ଛତ୍ରପୁର ଉପଜିଲ୍ଲାପଳଙ୍କ ଅଭିଯୋଗରେ ଗିରଫ । ଦେବଦତ୍ତ ମହନ୍ତଙ୍କ ଅଭିଯୋଗ ଆଧାରରେ ଗିରଫ । ୨ ଭାଇଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ STF । ଗିରଫ ଅଭିଯୁକ୍ତ ଢ଼େଙ୍କନାଳ ଦୋଳମଣ୍ଡପ ସାହିର ତାରିଣୀ ସେନ୍ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ବୋଲି ଜଣାପଡିଛି ।ଖବର ଅନୁଯାୟୀ,ଢ଼େଙ୍କନାଳ ଅଞ୍ଚଳରେ ନିଜକୁ ED ଅଫିସର କହି ବିଭିନ୍ନ ସରକାରୀ ଅଧିକାରୀଙ୍କ ଲଗାଇଥିଲେ ଚୂନା । ୨ ଭାଇ ଝାଡ଼ଖଣ୍ଡ ରାଞ୍ଚିରେ ବିଳାଶପୂର୍ଣ୍ଣ ଜୀବନଯାପନ କରୁଥିଲେ ।ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକେଇ କରିବାକୁ ଚେଷ୍ଟା କରିଥିଲେ । ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହିକ୍ରମରେ ଦୁଇ ଭାଇଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ସେମାନଙ୍କ ନିକଟରୁ ଲାପଟପ, କମ୍ପ୍ୟୁଟର, ୫ଟି ମୋବାଇଲ ଜବତ କରିଛି । ଏହାସହିତ ବ୍ୟଙ୍କ ପାସବୁକ୍ , ୧୭ ATM card, ଫେକ୍ ଆଇକାର୍ଡ, ଚେକ୍ ମଧ୍ୟ ଜବତ ହୋଇଛି ।
ଭୁବନେଶ୍ୱର ୧୭।୦୩ : ନିଜକୁ ED ଅଫିସର କହି ୨ ଭାଇ ଗିରଫ । ଛତ୍ରପୁର ଉପଜିଲ୍ଲାପଳଙ୍କ ଅଭିଯୋଗରେ ଗିରଫ । ଦେବଦତ୍ତ ମହନ୍ତଙ୍କ ଅଭିଯୋଗ ଆଧାରରେ ଗିରଫ । ୨ ଭାଇଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ STF । ଗିରଫ ଅଭିଯୁକ୍ତ ଢ଼େଙ୍କନାଳ ଦୋଳମଣ୍ଡପ ସାହିର ତାରିଣୀ ସେନ୍ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ବୋଲି ଜଣାପଡିଛି ।
ଖବର ଅନୁଯାୟୀ,ଢ଼େଙ୍କନାଳ ଅଞ୍ଚଳରେ ନିଜକୁ ED ଅଫିସର କହି ବିଭିନ୍ନ ସରକାରୀ ଅଧିକାରୀଙ୍କ ଲଗାଇଥିଲେ ଚୂନା । ୨ ଭାଇ ଝାଡ଼ଖଣ୍ଡ ରାଞ୍ଚିରେ ବିଳାଶପୂର୍ଣ୍ଣ ଜୀବନଯାପନ କରୁଥିଲେ ।ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକେଇ କରିବାକୁ ଚେଷ୍ଟା କରିଥିଲେ । ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହିକ୍ରମରେ ଦୁଇ ଭାଇଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ସେମାନଙ୍କ ନିକଟରୁ ଲାପଟପ, କମ୍ପ୍ୟୁଟର, ୫ଟି ମୋବାଇଲ ଜବତ କରିଛି । ଏହାସହିତ ବ୍ୟଙ୍କ ପାସବୁକ୍ , ୧୭ ATM card, ଫେକ୍ ଆଇକାର୍ଡ, ଚେକ୍ ମଧ୍ୟ ଜବତ ହୋଇଛି ।