ବୃଷ ରାଶିରେ ଚଳନ କରିବେ ୪ ବଡ଼ ଗ୍ରହ: ଏହି ୩ ରାଶି ଉପରେ ବର୍ଷିବ ଧନ
ସୂର୍ଯ୍ୟ, ଗୁରୁ, ଶୁକ୍ର ଓ ବୁଧର ଚଳନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏମାନଙ୍କ ଚଳନ ପାଇଁ ବିଭିନ୍ନ ରାଶି ଉପରେ ବଡ଼ ପ୍ରଭାବ ପକାଇଥାଏ, ଖୁବ ଶୀଘ୍ର ୪ ଗ୍ରହ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ମେ ୩୧ ରେ ବୃଷ ରାଶି ପ୍ରବେଶ କରିବା ସହ ଚତୁଗ୍ରହୀ ଯୋଗ ଦ୍ୱାରା ଭାଗ୍ୟ ଫିଟିବ। କୁହାଯାଉଛି ଯେ ସୂର୍ଯ୍ୟ, ଗୁରୁ, ଶୁକ୍ର ଓ ବୁଧର ଚଳନ ଅନେକ ବର୍ଷ ପରେ ବୃଷ ରାଶିରେ ଚଳନ କରୁଛି। ଯାହା ଦ୍ୱାରା ୩ ରାଶି ପାଇଁ ଭାଗ୍ୟ ଫିଟିବ। ବିରାଟ ପରିବର୍ତ୍ତନ ଆସିବ। ବୃଷ ରାଶି: ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବା ସହିତ ଧନ ବୃଦ୍ଧି ହେବ। ପରିବାର ସହିତ ଭଲ ସମୟ କଟାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କ୍ୟାରିଅରରେ ଅନେକ ସଫଳତା ପାଇବାର ସମ୍ଭାବନା ଅଛି। ନୂତନ ଚାକିରିର ସନ୍ଧାନ ସମାପ୍ତ ହୋଇପାରେ। ଏହା ସହିତ ଶିକ୍ଷା କିମ୍ବା ଚାକିରି ପାଇଁ ବିଦେଶ ଯିବାର ସ୍ୱପ୍ନ ପୂରଣ ହୋଇପାରିବ।କର୍କଟ ରାଶି: ଚାକିରି ସନ୍ଧାନ କରୁଥଲେ ସ୍ୱପ୍ନ ପୂରଣ ହେବ। ଆର୍ଥିକ ସ୍ଥିତିରେ ବଡ଼ ଧରଣର ସୁଧାର ଆସିବ। ରୋଗ ଦାଉରୁ ରକ୍ଷା ପାଇବା ସହ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ।ମକର ରାଶି: ବେପାର ବାଣିଜ୍ୟରେ ଅପାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ କିନ୍ତୁ ସାମାନ୍ୟ ଉପର ତଳ ହୋଇପାରେ। ବୁଝି ବିଚାରି ବିନିଯୋଗ କଲେ ଅତ୍ୟନ୍ତ ଲାଭଦାୟକ ରହିବ।
ସୂର୍ଯ୍ୟ, ଗୁରୁ, ଶୁକ୍ର ଓ ବୁଧର ଚଳନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏମାନଙ୍କ ଚଳନ ପାଇଁ ବିଭିନ୍ନ ରାଶି ଉପରେ ବଡ଼ ପ୍ରଭାବ ପକାଇଥାଏ, ଖୁବ ଶୀଘ୍ର ୪ ଗ୍ରହ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ମେ ୩୧ ରେ ବୃଷ ରାଶି ପ୍ରବେଶ କରିବା ସହ ଚତୁଗ୍ରହୀ ଯୋଗ ଦ୍ୱାରା ଭାଗ୍ୟ ଫିଟିବ। କୁହାଯାଉଛି ଯେ ସୂର୍ଯ୍ୟ, ଗୁରୁ, ଶୁକ୍ର ଓ ବୁଧର ଚଳନ ଅନେକ ବର୍ଷ ପରେ ବୃଷ ରାଶିରେ ଚଳନ କରୁଛି। ଯାହା ଦ୍ୱାରା ୩ ରାଶି ପାଇଁ ଭାଗ୍ୟ ଫିଟିବ। ବିରାଟ ପରିବର୍ତ୍ତନ ଆସିବ।
ବୃଷ ରାଶି: ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବା ସହିତ ଧନ ବୃଦ୍ଧି ହେବ। ପରିବାର ସହିତ ଭଲ ସମୟ କଟାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କ୍ୟାରିଅରରେ ଅନେକ ସଫଳତା ପାଇବାର ସମ୍ଭାବନା ଅଛି। ନୂତନ ଚାକିରିର ସନ୍ଧାନ ସମାପ୍ତ ହୋଇପାରେ। ଏହା ସହିତ ଶିକ୍ଷା କିମ୍ବା ଚାକିରି ପାଇଁ ବିଦେଶ ଯିବାର ସ୍ୱପ୍ନ ପୂରଣ ହୋଇପାରିବ।
କର୍କଟ ରାଶି: ଚାକିରି ସନ୍ଧାନ କରୁଥଲେ ସ୍ୱପ୍ନ ପୂରଣ ହେବ। ଆର୍ଥିକ ସ୍ଥିତିରେ ବଡ଼ ଧରଣର ସୁଧାର ଆସିବ। ରୋଗ ଦାଉରୁ ରକ୍ଷା ପାଇବା ସହ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ।
ମକର ରାଶି: ବେପାର ବାଣିଜ୍ୟରେ ଅପାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ କିନ୍ତୁ ସାମାନ୍ୟ ଉପର ତଳ ହୋଇପାରେ। ବୁଝି ବିଚାରି ବିନିଯୋଗ କଲେ ଅତ୍ୟନ୍ତ ଲାଭଦାୟକ ରହିବ।