ଜଗତସିଂହପୁର ବିଜେଡିରେ ବଳ ଦେଖାଦେଖି ଆରମ୍ଭ

ପ୍ରଶାନ୍ତ ମୁଦୁଲିଙ୍କ ସ୍ଥାନରେ ସେ କିଭଳି ଟିକେଟ୍ ପାଇବେ ସେନେଇ କସରତ ଆରମ୍ଭ କରିଦେଇଛନ୍ତି।

ଜଗତସିଂହପୁର ବିଜେଡିରେ ବଳ ଦେଖାଦେଖି ଆରମ୍ଭ

ଜଗତସିଂହପୁରରେ ଅମରେନ୍ଦ୍ର ଦାସଙ୍କ ବିରାଟ ଶୋଭାଯାତ୍ରା ଓ କର୍ମୀ ସମ୍ମିଳନି। 2019ରେ ଟିକେଟ୍ ପାଇଁ ବିଷ୍ଣୁଦାସଙ୍କୁ ଧରି ଜୋର ଲବି କରିଥିଲେ। ହେଲେ ଟିକେଟ ମିଳିଲାନି। ଏଥର ଆଉ ଛାଡିବା ମୁଡରେ ନାହାଁନ୍ତି ଅମରେନ୍ଦ୍ର। ପ୍ରଶାନ୍ତ ମୁଦୁଲିଙ୍କ ସ୍ଥାନରେ ସେ କିଭଳି ଟିକେଟ୍ ପାଇବେ ସେନେଇ କସରତ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଗତ ଦୁଇ ଦିନ ତଳେ ଶକ୍ତି ଦେଖାଇଛନ୍ତି ଅମରେନ୍ଦ୍ର।