ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲ ଦୁର୍ବୃତ୍ତ

କୋଣାର୍କ : ରଥଯାତ୍ରା ଚାଲିଥିବା ବେଳେ କୋଣାର୍କ ଜଗନ୍ନାଥ ମନ୍ଦିରରୁ ଦିନ ଦ୍ୱିପ୍ରହରରେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦିନ ଦିପହରରେ ମନ୍ଦିରରୁ ଚୋରି ନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଛି l ରଥଯାତ୍ରା ସମୟରେ ମନ୍ଦିରରେ ତିନି ଠାକୁର ନଥିବାର ସୁଯୋଗ ନେଇ ହୁଣ୍ଡୀ ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ । କୋଣାର୍କ ପୋଲିସର ତଦନ୍ତ ଜାରି ରହିଛି l ମନ୍ଦିର ଭିତରେ ରକ୍ତ ପଡିଥିବା ଯୋଗୁ କିଛି ନିଶାଡି ଚୋରି […] The post ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲ ଦୁର୍ବୃତ୍ତ appeared first on KNews Odisha.

ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲ ଦୁର୍ବୃତ୍ତ
box

କୋଣାର୍କ : ରଥଯାତ୍ରା ଚାଲିଥିବା ବେଳେ କୋଣାର୍କ ଜଗନ୍ନାଥ ମନ୍ଦିରରୁ ଦିନ ଦ୍ୱିପ୍ରହରରେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦିନ ଦିପହରରେ ମନ୍ଦିରରୁ ଚୋରି ନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଛି l ରଥଯାତ୍ରା ସମୟରେ ମନ୍ଦିରରେ ତିନି ଠାକୁର ନଥିବାର ସୁଯୋଗ ନେଇ ହୁଣ୍ଡୀ ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ ।

କୋଣାର୍କ ପୋଲିସର ତଦନ୍ତ ଜାରି ରହିଛି l ମନ୍ଦିର ଭିତରେ ରକ୍ତ ପଡିଥିବା ଯୋଗୁ କିଛି ନିଶାଡି ଚୋରି କରି ନେଇଥିବା ଜଗନ୍ନାଥ ମନ୍ଦିର ପରିଚାଳକ ଆଶଙ୍କା କରିଛନ୍ତି । ଖୁବଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି କୋଣାର୍କ ପୋଲିସ କହିଛି ।

 

The post ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲ ଦୁର୍ବୃତ୍ତ appeared first on KNews Odisha.