ଜଗନ୍ନାଥ ରଥ ସାରଥୀଙ୍କ ପରଲୋକ
ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥଙ୍କ ରଥର ସାରଥୀ (ଡାହୁକ) ଦିବାକର ରଣା (୭୨)ଙ୍କର ପରଲୋକ ଘଟିଛି। ୧୯୮୩ ରୁ ୨୦୧୯ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ରଥର ସାରଥୀ ଥିବା ଶ୍ରୀ ରାଣାଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କ ଯୋରନ୍ଦାସ୍ଥିତ ବାସଭବନରେ ବିୟୋଗ ଘଟିଛି। ତାଙ୍କ ପରଲୋକରେ ଯୋରନ୍ଦା ସମେତ ଆଖପାଖ ଗ୍ରାମ ଓ ଆଠଗଡର ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।