ଜଗନ୍ନାଥଙ୍କୁ ନେଇ ବ୍ୟବସାୟ ସବୁ ବିବାଦ ମୂଳ! Historian Anil Dhir, Over Reaction on Jagannath Dham & Digha.

ଜଗନ୍ନାଥଙ୍କୁ ନେଇ ବ୍ୟବସାୟ ସବୁ ବିବାଦ ମୂଳ! ଜଗନ୍ନାଥଙ୍କୁ ନେଇ ବେପାର ବନ୍ଦ୍ ହେଉ, ଦୀଘାରେ ସୁନ୍ଦର ମନ୍ଦିର ହେଇଛି। ୭୫ ଦେଶରେ ଅଛି ଜଗନ୍ନାଥ ମନ୍ଦିର ସୁନ୍ଦର କଥା, ସମସ୍ତେ ଜାଣନ୍ତି ଜଗନ୍ନାଥ ମନ୍ଦିର ପୁରୀରେ। ଜଗନ୍ନାଥ ବିଶ୍ଵର ଦେବତା।