ଜଗନ୍ନାଥମୟ ହୋଇଛି ସାରା ଜଗତ

ଜଗନ୍ନାଥମୟ ହୋଇଛି ସାରା ଜଗତ। ଘୋଷଯାତ୍ରାରେ ସାମିଲ ହୋଇଛି ଓଡ଼ିଶାର କୋଣଅନୁକୋଣ, ଦେଶର ପ୍ରାୟ ସବୁ ପ୍ରାନ୍ତ। ମହାପ୍ରଭୁଙ୍କ ଏଇ ବଡ଼ ଯାତ୍ରାରେ ନିଜକୁ ସାମିଲ କରିବାକୁ ବିଶାଳ ଆୟୋଜନ। କୋଲକାତାରୁ କାଶୀ, ଦିଲ୍ଲୀରୁ ଅହମ୍ମଦାବାଦ୍...ଖାଲି ସ୍ଥଳରେ ନୁହେଁ ଜଳରେ ବି ରଥଯାତ୍ରାର ଭବ୍ୟ ଦୃଶ୍ୟ। ଆଧାତ୍ମିକତାର ଏଇ ମହାପର୍ବରେ ସବୁ ମନ ସବୁ ପ୍ରାଣ ଏକାକାର ହୋଇଛି।

ଜଗନ୍ନାଥମୟ ହୋଇଛି ସାରା ଜଗତ
Array