ଜଙ୍ଗଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଘଟଗାଁ: ଜଙ୍ଗଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଗୁରୁବାର ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟ ଜଙ୍ଗଲରେ ଉଦ୍ଧାର ହୋଇଛି କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ମୃତକ ହେଉଛନ୍ତି ସାହାରପଡ଼ା ବ୍ଲକ୍ କନିଷ୍ଠଯନ୍ତ୍ରୀ ଚନ୍ଦ୍ରହାସ୍ୟ ନାୟକ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି।