ଜଙ୍ଗଲରୁ ମିଳିଲା ୨୮ ଚୋରା ବାଇକ, ୨ ଗିରଫ
ସମ୍ବଲପୁର ୧୭/୧୧: ଜଙ୍ଗଲରୁ ମିଳିଲା ୨୮ଟି ଚୋରା ବାଇକ । ୨ ଗିରଫ । ସମ୍ବଲପୁର ଯୁଯୁମୁରା ଜାରଙ୍ଗ ଜଙ୍ଗଲରୁ ୨୮ଟି ଚୋରା ବାଇକ ଜବତ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ରାମକୁମାର ପଣ୍ଡା ଓ ସର୍ଦ୍ଦୁଲ ଗାଇଗୋରିଆ । ଉଭୟ ମିଶି ଚୋରା ବାଇକ ସିଣ୍ଡିକେଟ ଚଳାଉଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ ।