ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ୱର,୮।୩: ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଶୁକ୍ରବାର ବିଜେଡି ଛାଡ଼ିଛନ୍ତି। ସେ ଏକାଧିକ କାରଣ ଦର୍ଶାଇ ବିଜେଡି ଛାଡ଼ଥିବା ଜଣାପଡ଼ିଛି। ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୂ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ୁଥିବା ବିଜେଡି ପାଇଁ ଚିନ୍ତା ବଢ଼ାଉଥିବା ଚର୍ଚ୍ଚା ହେଉଛି। The post ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା appeared first on Dharitri Odia News.

ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା

ଭୁବନେଶ୍ୱର,୮।୩: ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଶୁକ୍ରବାର ବିଜେଡି ଛାଡ଼ିଛନ୍ତି। ସେ ଏକାଧିକ କାରଣ ଦର୍ଶାଇ ବିଜେଡି ଛାଡ଼ଥିବା ଜଣାପଡ଼ିଛି। ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ତେବେ ଆଗାମୀ ନିର୍ବାଚନ ପୂର୍ବରୂ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ୁଥିବା ବିଜେଡି ପାଇଁ ଚିନ୍ତା ବଢ଼ାଉଥିବା ଚର୍ଚ୍ଚା ହେଉଛି।

The post ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା appeared first on Dharitri Odia News.