ଜଣେ କି ଦୁଇ ଜଣ ନୁହେଁ ଏକା ବେଳକେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ
ରାଉରକେଲା,୧୮।୫(ସଙ୍ଗୀତା ଜେନା): ଝାଡ଼ଖଣ୍ଡର ହଜାରିବାଗ ଏବଂ ହରିୟାଣାର ମାନେସରଠାରେ ହୋଇଥିବା ନ୍ୟାଶନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି/ବିଏସ୍ଏଫ୍) କମାଣ୍ଡୋ କୋର୍ସ ଟ୍ରେନିଂ ସମୟରେ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ ହେଇଛନ୍ତି। ସେମାନେ ହେଲେ ରାଉରକେଲାରେ କାର୍ଯ୍ୟରତ କନଷ୍ଟେବଲ ଅମରଜିତ କୁମାର, ଜିତେନ୍ଦ୍ର କୁମାର, ବନ୍ଧମୁଣ୍ଡାରେ କାର୍ଯ୍ୟରତ ସି.ବି ସିଂହ, ସୋନୁ କୁମାର, ଝାରସୁଗୁଡ଼ାରେ କାର୍ଯ୍ୟରତ ଗୋପାଳ ସିଂହ, ଡି.କେ ପଣ୍ଡିତ, ସିନିରେ କାର୍ଯ୍ୟରତ ରବାନୀ ଖାନ୍, ଏମ୍. କେ ଚୌହାନ୍, ଅମିତ […] The post ଜଣେ କି ଦୁଇ ଜଣ ନୁହେଁ ଏକା ବେଳକେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ appeared first on Dharitri Odia News.
ରାଉରକେଲା,୧୮।୫(ସଙ୍ଗୀତା ଜେନା): ଝାଡ଼ଖଣ୍ଡର ହଜାରିବାଗ ଏବଂ ହରିୟାଣାର ମାନେସରଠାରେ ହୋଇଥିବା ନ୍ୟାଶନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି/ବିଏସ୍ଏଫ୍) କମାଣ୍ଡୋ କୋର୍ସ ଟ୍ରେନିଂ ସମୟରେ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ ହେଇଛନ୍ତି। ସେମାନେ ହେଲେ ରାଉରକେଲାରେ କାର୍ଯ୍ୟରତ କନଷ୍ଟେବଲ ଅମରଜିତ କୁମାର, ଜିତେନ୍ଦ୍ର କୁମାର, ବନ୍ଧମୁଣ୍ଡାରେ କାର୍ଯ୍ୟରତ ସି.ବି ସିଂହ, ସୋନୁ କୁମାର, ଝାରସୁଗୁଡ଼ାରେ କାର୍ଯ୍ୟରତ ଗୋପାଳ ସିଂହ, ଡି.କେ ପଣ୍ଡିତ, ସିନିରେ କାର୍ଯ୍ୟରତ ରବାନୀ ଖାନ୍, ଏମ୍. କେ ଚୌହାନ୍, ଅମିତ କୁମାର ଏବଂ ଟାଟାରେ କାର୍ଯ୍ୟରତ ସି. ପି ପ୍ରଜାପତି । ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଚକ୍ରଧରପୁର ମଣ୍ଡଳରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
The post ଜଣେ କି ଦୁଇ ଜଣ ନୁହେଁ ଏକା ବେଳକେ ୧୦ ଆର୍ପିଏଫ୍ କନଷ୍ଟେବଳ ନିଲମ୍ବିତ appeared first on Dharitri Odia News.