ଜନ୍ମବେଦିରେ ଲୀଳାଖେଳା ଶେଷ, ଶ୍ରୀମନ୍ଦିର ମୁହାଁ ମହାବାହୁ
ସରିଲା ଜନ୍ମବେଦିରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ଜନ ସମୁଦ୍ର ବଡ଼ଦାଣ୍ଡ ।