ଜନ୍ମମାଟିରେ ପ୍ରଶାନ୍ତଙ୍କ ମରଶରୀର
#ଜନ୍ମମାଟିରେ_ପ୍ରଶାନ୍ତଙ୍କ_ମରଶରୀର ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁରେ ପହଞ୍ଚିଲା ପ୍ରଶାନ୍ତ ଶତପଥୀଙ୍କ ମର ଶରୀର। ଶେଷ ଦର୍ଶନ ପାଇଁ ଏକତ୍ରିତ ହୋଇଛନ୍ତି ଶହ ଶହ ଲୋକ। ଗାଁରେ ଶୋକାକୂଳ ପରିବେଶ। #PahalgamTerroristAttack #Jammu
#ଜନ୍ମମାଟିରେ_ପ୍ରଶାନ୍ତଙ୍କ_ମରଶରୀର
ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁରେ ପହଞ୍ଚିଲା ପ୍ରଶାନ୍ତ ଶତପଥୀଙ୍କ ମର ଶରୀର। ଶେଷ ଦର୍ଶନ ପାଇଁ ଏକତ୍ରିତ ହୋଇଛନ୍ତି ଶହ ଶହ ଲୋକ। ଗାଁରେ ଶୋକାକୂଳ ପରିବେଶ।
#PahalgamTerroristAttack #Jammu