ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ, ହାବିଲଦାରଙ୍କ ମୃତ୍ୟୁ

କଟକ ୧୪।୬: ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ସୂଚନା । କଟକ ଗୋପାଳପୁର ନିକଟରେ ଘଟିଛି ଏଭଳି ଅଘଟଣ । ସୂଚନାଯୋଗ୍ୟ ଯେ, ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି । ସଦର ଥାନା ପରିସରରେ ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା । ହାବିଲଦାରଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।You Can Read :ଏୟାର ଇଣ୍ଡିଆର ମନମୁଖୀ ନିଷ୍ପତ୍ତି, ଭୁବନେଶ୍ୱର ବଦଳରେ କୋଲକାତାରେ ଛାଡିଦେଲା 

ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ, ହାବିଲଦାରଙ୍କ ମୃତ୍ୟୁ

କଟକ ୧୪।୬: ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ସୂଚନା । କଟକ ଗୋପାଳପୁର ନିକଟରେ ଘଟିଛି ଏଭଳି ଅଘଟଣ । 

ସୂଚନାଯୋଗ୍ୟ ଯେ, ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି । ସଦର ଥାନା ପରିସରରେ ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା । ହାବିଲଦାରଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read :

ଏୟାର ଇଣ୍ଡିଆର ମନମୁଖୀ ନିଷ୍ପତ୍ତି, ଭୁବନେଶ୍ୱର ବଦଳରେ କୋଲକାତାରେ ଛାଡିଦେଲା