ଜବତ ହେଲା ବିକଟାଳ ଶବ୍ଦ କରୁଥିବା ୧୭ ବୁଲେଟ୍

ନନ୍ଦିଘୋଷ ବ୍ୟୁରୋ: ବିକଟାଳ ଶବ୍ଦ କରୁଥିବ ୧୭ ବୁଲେଟ ଜବତ। ୧ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ସଂଗ୍ରହ।... The post ଜବତ ହେଲା ବିକଟାଳ ଶବ୍ଦ କରୁଥିବା ୧୭ ବୁଲେଟ୍ appeared first on .

ଜବତ ହେଲା ବିକଟାଳ ଶବ୍ଦ କରୁଥିବା ୧୭ ବୁଲେଟ୍

ନନ୍ଦିଘୋଷ ବ୍ୟୁରୋ: ବିକଟାଳ ଶବ୍ଦ କରୁଥିବ ୧୭ ବୁଲେଟ ଜବତ। ୧ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ସଂଗ୍ରହ। ତାଳଚେର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରି  କର୍କଶ ଶବ୍ଦ କରି ସହରରେ ବୁଲୁଥିବା ୧୭ ବୁଲେଟ ଗାଡି ଉପରେ ଜୋରିମାନା କଲା ପୋଲିସ। କମ୍ପାନୀ ପକ୍ଷରୁ ଲଗାଯାଇଥିବା ସାଇଲେନ୍ସର ବଦଳାଇ କର୍କଶ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ବୁଲେଟ ଚଳାଉଥିବା ରୋଡ ରୋମିଓଙ୍କୁ  ସାବାଡ କରିଛି ତାଳଚେର ପୋଲିସ। ୧୭ ଟି ବୁଲେଟ ଜବତ କରିବା ସହ ଗାଡିରୁ ଶବ୍ଦ କରୁଥିବା ସାଇଲେନ୍ସର ଖୋଲାଯାଇଛି। ଗାଡ଼ି ମାଲିକମାନଙ୍କ ଠାରୁ ୧ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

The post ଜବତ ହେଲା ବିକଟାଳ ଶବ୍ଦ କରୁଥିବା ୧୭ ବୁଲେଟ୍ appeared first on .