ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର । କାର୍‌ ସହ ୩ ଅଟକ ।

କନକ ବ୍ୟୁରୋ: ପିପିଲିରୁ ରାଉଲକେଲା ଲମ୍ବିଛି ଧଳା ଜହର କାରବାର। ପିପିଲିରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ୩ ଅଟକ ସମେତ ଏକ କାର୍‌କୁ ଜବତ କରିଛି ପୋଲିସ । ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲାର ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୩ ସହ ୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।  

ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ।  କାର୍‌ ସହ ୩ ଅଟକ ।

କନକ ବ୍ୟୁରୋ: ପିପିଲିରୁ ରାଉଲକେଲା ଲମ୍ବିଛି ଧଳା ଜହର କାରବାର। ପିପିଲିରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ୩ ଅଟକ ସମେତ ଏକ କାର୍‌କୁ ଜବତ କରିଛି ପୋଲିସ ।

ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲାର ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉବେଳେ ୩ ସହ ୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।