ଜମି ବେପାରକୁ ନେଇ ନିର୍ମମ ହତ୍ୟା, ଭୁଜାଲିରେ ଆକ୍ରମଣ କଲେ ଦୁର୍ବୁତ୍ତ
ରାଉରକେଲା: ଜମି ବେପାରକୁ ନେଇ ଭୁଜାଲି ମାଡ଼। ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମଳିଛି ରାଉରକେଲା ସେକ୍ଟର ୨୦ ହିଲ ଟପ୍ ମାର୍କେଟରେ। ମୃତ ଯୁବକ ନିହାର ରଞ୍ଜନ ଆଚାର୍ଯ୍ୟ। ତେବେ ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିବା ଦୁଇ ଯୁବକଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରି ଝିରିପାଣି ଥାନା ପୋଲିସ। ଦୁଇ ଅଭିଯୁକ୍ତ କବାଲ ସିଂ ଏବଂ ଅଶୋକ ବିହାରୀ। Updating.. You Can Read: ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍କୁ ପିଟିଲା କାର୍, ଚାଲିଗଲା ନାବାଳକର ଜୀବନ The post ଜମି ବେପାରକୁ ନେଇ ନିର୍ମମ ହତ୍ୟା, ଭୁଜାଲିରେ ଆକ୍ରମଣ କଲେ ଦୁର୍ବୁତ୍ତ appeared first on Prameya News7.
ରାଉରକେଲା: ଜମି ବେପାରକୁ ନେଇ ଭୁଜାଲି ମାଡ଼। ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମଳିଛି ରାଉରକେଲା ସେକ୍ଟର ୨୦ ହିଲ ଟପ୍ ମାର୍କେଟରେ। ମୃତ ଯୁବକ ନିହାର ରଞ୍ଜନ ଆଚାର୍ଯ୍ୟ।
ତେବେ ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିବା ଦୁଇ ଯୁବକଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରି ଝିରିପାଣି ଥାନା ପୋଲିସ। ଦୁଇ ଅଭିଯୁକ୍ତ କବାଲ ସିଂ ଏବଂ ଅଶୋକ ବିହାରୀ।
Updating..
You Can Read: ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍କୁ ପିଟିଲା କାର୍, ଚାଲିଗଲା ନାବାଳକର ଜୀବନ
The post ଜମି ବେପାରକୁ ନେଇ ନିର୍ମମ ହତ୍ୟା, ଭୁଜାଲିରେ ଆକ୍ରମଣ କଲେ ଦୁର୍ବୁତ୍ତ appeared first on Prameya News7.