ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ, ପୁତୁରାକୁ ମାରିଲା ଦାଦା

ବଲାଙ୍ଗିର ୧୮/୦୭: ବଲାଙ୍ଗୀର ପୂଇଁନ୍ତଳା ଥାନା ଅଇଁଲାସାରି ଗାଁ ରେ ହତ୍ୟାକାଣ୍ଡ । ପୁତୁରାକୁ ହତ୍ୟା କଲା କାକା। ଜମିଜମା ବିବାଦ କୁ ନେଇ ଘଟିଛି ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ମୃତ ଦେହ । ମୃତକ ଜଣକ ହେଲେ ସମୀର ଭୁଏ । ହତ୍ୟାକାରୀ କାକା କାଳିଆ ଭୁଏ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବଲାଙ୍ଗୀର ପୋଲିସର ଛାନଭିନ ଆରମ୍ଭ । ସୂଚନା ଥାଉକି, ଜମିଜମା ବିବାଦକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିଲା ବିବାଦ । ବିବାଦ ଏତେ ତୀବ୍ର ରୂପ ନେଲା ଯେ ଶେଷରେ ପୁତୁରାକୁ ମାରିଥିଲା ଦାଦା । ହତ୍ୟା ପରେ ଗା ଦାଣ୍ଡରେ ପଡିଛି ମୃତଦେହ । ସେପଟେ ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ, ପୁତୁରାକୁ ମାରିଲା ଦାଦା

ବଲାଙ୍ଗିର ୧୮/୦୭: ବଲାଙ୍ଗୀର ପୂଇଁନ୍ତଳା ଥାନା ଅଇଁଲାସାରି ଗାଁ ରେ ହତ୍ୟାକାଣ୍ଡ । ପୁତୁରାକୁ ହତ୍ୟା କଲା କାକା। ଜମିଜମା ବିବାଦ କୁ ନେଇ ଘଟିଛି ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ମୃତ ଦେହ । ମୃତକ ଜଣକ ହେଲେ ସମୀର ଭୁଏ । ହତ୍ୟାକାରୀ କାକା କାଳିଆ ଭୁଏ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବଲାଙ୍ଗୀର ପୋଲିସର ଛାନଭିନ ଆରମ୍ଭ । 

ସୂଚନା ଥାଉକି, ଜମିଜମା ବିବାଦକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିଲା ବିବାଦ । ବିବାଦ ଏତେ ତୀବ୍ର ରୂପ ନେଲା ଯେ ଶେଷରେ ପୁତୁରାକୁ ମାରିଥିଲା ଦାଦା । ହତ୍ୟା ପରେ ଗା ଦାଣ୍ଡରେ ପଡିଛି ମୃତଦେହ । ସେପଟେ ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।