ଜମୁଛି ନିର୍ବାଚନ ପ୍ରଚାର, ଡୋର ଟୁ ଡୋର କ୍ୟାମ୍ପେନିଂରେ ବିଜେଡି ବିଧାୟିକ ପ୍ରାର୍ଥୀ ପଦ୍ମନାଭ ବେହେରା

ବିନିକା: ବୀରମହାରାଜପୂର ନିର୍ବାଚନ ମଣ୍ଡଳୀରେ ଡୋର ଟୁ ଡୋର ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ବିଧାୟିକ ପ୍ରାର୍ଥୀ ପଦ୍ମନାଭ ବେହେରା l କର୍ମୀମାନଙ୍କ ସହ ମିଶି ବିନିକା ବ୍ଳକର ବିଭିନ୍ନ ଗାଁ ଗୁଡ଼ିକୁ ଭୋଟ ଭିକ୍ଷା କରୁଛନ୍ତି l ପ୍ରବଳ ଖରାକୁ ଖାତିର ନକରି ଚାଲି ଚାଲି ପହଞ୍ଚୁଛନ୍ତି ଭୋଟରଙ୍କ ପାଖକୁ l ଲୋକଙ୍କ ସୁବିଧା ଅସୁବିଧା ବୁଝିବାସହ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତା ବିଷୟରେ ଅବଗତ କରାଇ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ, ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି ଲୋକଙ୍କ ଭଲ ପାଇବା ରହିଛି l 