ଜମ୍ମୁ-କଶ୍ମୀରର ଗୁଲ୍ମାର୍ଗରେ ହିମସ୍ଖଳନ: ରୁଷୀୟ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୨।୨: ଜମ୍ମୁ-କଶ୍ମୀରର ଗୁଲ୍ମାର୍ଗରେ ପ୍ରବଳ ହିମସ୍ଖଳନ ଯୋଗୁ ଜଣେ ରୁଷୀୟ ସ୍କିୟରଙ୍କ ମୃତ୍ୟୁ ଘଟିଛି। ରୁଷିଆର ୭ ଜଣ ସ୍କିୟର ଉକ୍ତ ରିସର୍ଟ ସହରକୁ ଯାଇଥିବା ବେଳେ ଗୁରୁବାର ହିମସ୍ଖଳନର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ ହୋଇଥିଲା। ଗୁଲ୍ମାର୍ଗର କୋଙ୍ଗଦୁରି ସ୍ଲୋପ୍ ନିକଟରେ ହିମସ୍ଖଳନ ହୋଇଥିଲା The post ଜମ୍ମୁ-କଶ୍ମୀରର ଗୁଲ୍ମାର୍ଗରେ ହିମସ୍ଖଳନ: ରୁଷୀୟ ନାଗରିକଙ୍କ ମୃତ୍ୟୁ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ଜମ୍ମୁ-କଶ୍ମୀରର ଗୁଲ୍ମାର୍ଗରେ ପ୍ରବଳ ହିମସ୍ଖଳନ ଯୋଗୁ ଜଣେ ରୁଷୀୟ ସ୍କିୟରଙ୍କ ମୃତ୍ୟୁ ଘଟିଛି। ରୁଷିଆର ୭ ଜଣ ସ୍କିୟର ଉକ୍ତ ରିସର୍ଟ ସହରକୁ ଯାଇଥିବା ବେଳେ ଗୁରୁବାର ହିମସ୍ଖଳନର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ ହୋଇଥିଲା। ଗୁଲ୍ମାର୍ଗର କୋଙ୍ଗଦୁରି ସ୍ଲୋପ୍ ନିକଟରେ ହିମସ୍ଖଳନ ହୋଇଥିଲା
The post ଜମ୍ମୁ-କଶ୍ମୀରର ଗୁଲ୍ମାର୍ଗରେ ହିମସ୍ଖଳନ: ରୁଷୀୟ ନାଗରିକଙ୍କ ମୃତ୍ୟୁ appeared first on Dharitri Odia News.