ଜମ୍ମୁ-କଶ୍ମୀରରେ ଏନସି- କଂଗ୍ରେସ ମେଣ୍ଟକୁ ସଫଳତା, ଏନସି-କଂଗ୍ରେସ ମେଣ୍ଟ ୪୯ ଆସନରେ ବିଜୟୀ
ଜମ୍ମୁ କଶ୍ମୀରରେ କ୍ଷମତାକୁ ଫେରିଲା ନ୍ୟାସନାଲ କନ୍ ଫରେନ୍ ସ- କଂଗ୍ରେସ ମେଣ୍ଟ । ୯୦ ଆସନ ବିଶିଷ୍ଟ ବିଧାନସଭାରେ ଏନସି-କଂଗ୍ରେସ ମେଣ୍ଟ ୪୯ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୯ ଆସନ ହାତେଇଛି । ଶୋଚନୟୀ ପରାଜୟ ବରଣ କରିଛି ପିଡିପି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ନିର୍ବାଚନ ହୋଇଥିଲା । ତେବେ ଲୋକେ ଏହାକୁ ଗ୍ରହଣ କରିନଥିବା କହିଛନ୍ତି ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା । ସେପଟେ ବିଜେପି […] The post ଜମ୍ମୁ-କଶ୍ମୀରରେ ଏନସି- କଂଗ୍ରେସ ମେଣ୍ଟକୁ ସଫଳତା, ଏନସି-କଂଗ୍ରେସ ମେଣ୍ଟ ୪୯ ଆସନରେ ବିଜୟୀ appeared first on KNews Odisha.

ଜମ୍ମୁ କଶ୍ମୀରରେ କ୍ଷମତାକୁ ଫେରିଲା ନ୍ୟାସନାଲ କନ୍ ଫରେନ୍ ସ- କଂଗ୍ରେସ ମେଣ୍ଟ । ୯୦ ଆସନ ବିଶିଷ୍ଟ ବିଧାନସଭାରେ ଏନସି-କଂଗ୍ରେସ ମେଣ୍ଟ ୪୯ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୯ ଆସନ ହାତେଇଛି । ଶୋଚନୟୀ ପରାଜୟ ବରଣ କରିଛି ପିଡିପି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ନିର୍ବାଚନ ହୋଇଥିଲା । ତେବେ ଲୋକେ ଏହାକୁ ଗ୍ରହଣ କରିନଥିବା କହିଛନ୍ତି ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା । ସେପଟେ ବିଜେପି କହିଛି, ଜମ୍ମୁ କଶ୍ମୀରରେ ଦଳର ଏହା ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ।
The post ଜମ୍ମୁ-କଶ୍ମୀରରେ ଏନସି- କଂଗ୍ରେସ ମେଣ୍ଟକୁ ସଫଳତା, ଏନସି-କଂଗ୍ରେସ ମେଣ୍ଟ ୪୯ ଆସନରେ ବିଜୟୀ appeared first on KNews Odisha.