ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ
କଟକ,୨୧।୧୧: କଟକ ମଣି ସାହୁ ଛକରେ ଥିବା ଏକ ଇଲେକ୍ଟ୍ରିକାଲ ସଂରଞ୍ଜାମ ମରାମତି ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ମରାମତି ପାଇଁ ରହିଥିବା ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ ସଂରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନ ଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। The post ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ appeared first on Dharitri Odia News.
କଟକ,୨୧।୧୧: କଟକ ମଣି ସାହୁ ଛକରେ ଥିବା ଏକ ଇଲେକ୍ଟ୍ରିକାଲ ସଂରଞ୍ଜାମ ମରାମତି ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ମରାମତି ପାଇଁ ରହିଥିବା ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ ସଂରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି।
ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନ ଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
The post ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ appeared first on Dharitri Odia News.