ଜଳିଗଲା ଚଳନ୍ତା କାର

ନନ୍ଦିଘୋଷ ବ୍ୟୁରୋ: ଚଳନ୍ତା ଗାଡିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ପାଞ୍ଚ ଯାତ୍ରୀ। କୋରାପୁଟ ଜିଲ୍ଲା ସୁନାବେଢା ଯିବା ରାସ୍ତାରେ... The post ଜଳିଗଲା ଚଳନ୍ତା କାର appeared first on .

ଜଳିଗଲା ଚଳନ୍ତା କାର

ନନ୍ଦିଘୋଷ ବ୍ୟୁରୋ: ଚଳନ୍ତା ଗାଡିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ପାଞ୍ଚ ଯାତ୍ରୀ। କୋରାପୁଟ ଜିଲ୍ଲା ସୁନାବେଢା ଯିବା ରାସ୍ତାରେ ଡୁମୁରିପୁଟ ଠାରେ କାରଟି ଚାଲୁଥିବା ସମୟରେ ଲାଗିଥିଲା ନିଆଁ। ହୁତୁହୁତୁ ହୋଇ ଜଳୁଥିଲା ସ୍ବିଫ୍ଟ ଦିଜାଇଆର କାର।  ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ। କାରରେ ସୁନାବେଢାର ଗୋଟିଏ ପରିବାର ବରଗଡ ଯିବା ପାଇଁ କୋରାପୁଟ ରେଳଷ୍ଟସନକୁ ଯାଉଥିଲେ। କିନ୍ତୁ ଗାଡ଼ିଟି ଅଧା ବାଟରେ ନିଆ ଲାଗିଗଲା। ନିଆଁ ଲାଗିବାର କାରଣ ଅସଷ୍ଟ।ଗାଡିଟି ପୋଡି ପାଉଁଶ ହୋଇଯାଇଛି।

The post ଜଳିଗଲା ଚଳନ୍ତା କାର appeared first on .