ଦୋକାନ ଭିତରକୁ ପଶିଗଲା ଟ୍ରେଲର, ଅଳ୍ପକେ ବର୍ତ୍ତିଲେ ଲୋକେ
ସୁନ୍ଦରଗଡ଼ ୧୭/୧୨: ଦୋକାନ ଭିତରେ ପଶିଗଲା ଟ୍ରେଲର । ଅଳ୍ପକେ ବର୍ତ୍ତିଲେ ଲୋକେ । ସୁନ୍ଦରଗଡ ବିଜାପଡା ଛକରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ ଘଟିଛି ଏହି ଘଟଣା । ସୂଚନା ଥାଉକି, ଟ୍ରଲରଟି ଝାରସୁଗୁଡ଼ା ପଟୁ ଆସୁଥିବା ଟ୍ରଲରଟି ବାଇପାସରେ ଥିବା ଦୋକାନ ଭିତରକୁ ପସିଯାଇଥିଲା । ଦୋକାନ ପାଖରେ ଛିଡା ହୋଇଥିବା ଏକ ପିକପ ଏବଂ ଦୁଇଟି ବାଇକ ଉପରେ ମାଡି ଯାଇଥିଲା । ତେବେ ଦୋକାନରେ ଥିବା ଦୋକାନୀ ଓ କିଛି ଲୋକେ ସେଠାରେ ଅଳ୍ପଳେ ବର୍ତ୍ତିଯାଇଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନି । କିନ୍ତୁ ହଠାତ୍ ଏପରି ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।
ସୁନ୍ଦରଗଡ଼ ୧୭/୧୨: ଦୋକାନ ଭିତରେ ପଶିଗଲା ଟ୍ରେଲର । ଅଳ୍ପକେ ବର୍ତ୍ତିଲେ ଲୋକେ । ସୁନ୍ଦରଗଡ ବିଜାପଡା ଛକରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ ଘଟିଛି ଏହି ଘଟଣା ।
ସୂଚନା ଥାଉକି, ଟ୍ରଲରଟି ଝାରସୁଗୁଡ଼ା ପଟୁ ଆସୁଥିବା ଟ୍ରଲରଟି ବାଇପାସରେ ଥିବା ଦୋକାନ ଭିତରକୁ ପସିଯାଇଥିଲା । ଦୋକାନ ପାଖରେ ଛିଡା ହୋଇଥିବା ଏକ ପିକପ ଏବଂ ଦୁଇଟି ବାଇକ ଉପରେ ମାଡି ଯାଇଥିଲା । ତେବେ ଦୋକାନରେ ଥିବା ଦୋକାନୀ ଓ କିଛି ଲୋକେ ସେଠାରେ ଅଳ୍ପଳେ ବର୍ତ୍ତିଯାଇଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନି । କିନ୍ତୁ ହଠାତ୍ ଏପରି ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।