ଜଳିଗଲା ୪ ଟି ବସ
ରାୟଗଡା : ଏକା ସହିତ ୪ ଟି ବସରେ ଲାଗିଗଲା ନିଆଁ I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବିଜୁପଟ୍ଟନାୟକ ବସଷ୍ଟାଣ୍ଡରେ ଠିଆ ହୋଇଥିବାବେଳେ ହଠାତ ବସ ଗୁଡିକରେ ନିଆଁ ଲାଗିଯାଇଥିଲା I ତେବେ କେଉଁ ପରିସ୍ଥତିରେ ବସରେ ନିଆଁଲାଗିଲା ତାହା ଜଣାପଡିନାହିଁ I ବସ ଗୁଡିକ ଜଣେ ମାଲିକଙ୍କର ବୋଲି ଜଣା ପଡିଛି I ସୌଭାଗ୍ୟବଶତଃ ନିଆଁ ଲାଗିବାବେଳେ ବସରେ କୌଣସି ଯାତ୍ରୀ ନଥିଲେ I ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି […]

ରାୟଗଡା : ଏକା ସହିତ ୪ ଟି ବସରେ ଲାଗିଗଲା ନିଆଁ I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବିଜୁପଟ୍ଟନାୟକ ବସଷ୍ଟାଣ୍ଡରେ ଠିଆ ହୋଇଥିବାବେଳେ ହଠାତ ବସ ଗୁଡିକରେ ନିଆଁ ଲାଗିଯାଇଥିଲା I ତେବେ କେଉଁ ପରିସ୍ଥତିରେ ବସରେ ନିଆଁଲାଗିଲା ତାହା ଜଣାପଡିନାହିଁ I ବସ ଗୁଡିକ ଜଣେ ମାଲିକଙ୍କର ବୋଲି ଜଣା ପଡିଛି I ସୌଭାଗ୍ୟବଶତଃ ନିଆଁ ଲାଗିବାବେଳେ ବସରେ କୌଣସି ଯାତ୍ରୀ ନଥିଲେ I ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି I