ଜଳିଲା ଜଙ୍ଗଲ: ନିଆଁ ଲଗାଇ ଦେଇଥିବା ଅଭିଯୋଗ
କୋରୁକୋଣ୍ଡା,୧୭।୨(ଶିବଦତ୍ତ ସାହୁ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ କ୍ରସର ନିକଟରେ ଥିବା ପାହାଡ଼ରେ ସାରେ କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେବା କାରଣରୁ ନିଆଁ ଚାରି ଆଡେ ବ୍ୟାପି ଯାଇଥିଲା। ବହୁ ଜୋରରେ ନିଆଁ ଜଳୁଥିବା ବେଳେ ଏହାର ଆଲୋକ ବହୁ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବାଲିମେଳା ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇବା ସଙ୍ଗେ ସଙ୍ଗେ ବନପାଳ ମୋହନ ଗୁଡିଆଙ୍କ […] The post ଜଳିଲା ଜଙ୍ଗଲ: ନିଆଁ ଲଗାଇ ଦେଇଥିବା ଅଭିଯୋଗ appeared first on Dharitri Odia News.
କୋରୁକୋଣ୍ଡା,୧୭।୨(ଶିବଦତ୍ତ ସାହୁ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ କ୍ରସର ନିକଟରେ ଥିବା ପାହାଡ଼ରେ ସାରେ କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେବା କାରଣରୁ ନିଆଁ ଚାରି ଆଡେ ବ୍ୟାପି ଯାଇଥିଲା। ବହୁ ଜୋରରେ ନିଆଁ ଜଳୁଥିବା ବେଳେ ଏହାର ଆଲୋକ ବହୁ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା।
ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବାଲିମେଳା ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇବା ସଙ୍ଗେ ସଙ୍ଗେ ବନପାଳ ମୋହନ ଗୁଡିଆଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲା।
The post ଜଳିଲା ଜଙ୍ଗଲ: ନିଆଁ ଲଗାଇ ଦେଇଥିବା ଅଭିଯୋଗ appeared first on Dharitri Odia News.