ଜହୀର-ସୋନାକ୍ଷୀଙ୍କ ବିବାହରେ ସେଲିବ୍ରେଟିଙ୍କ ଭିଡ; ଅନିଲ୍ ଜିତିଲେ ହୃଦୟ
ଜହୀର ଇକ୍ବାଲ୍ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଶ୍ରୀମତୀ ଜହୀର ଇକ୍ବାଲ୍ ହୋଇଯାଇଛନ୍ତି। ନିକଟରେ ଏହି ଯୋଡି ବିବାହ କରିଛନ୍ତି। ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ୍ ରିସେପସ୍ର ଆୟୋଜିତ ହୋଇଥିଲା। ଏହି ପାର୍ଟୀରେ ହୁମା କୁରେଶି, ଅନିଲ କପୁର, ତବୁ, ଅଜୟ ଦେବଗନ ଏବଂ ଚୁଙ୍କି ପାଣ୍ଡେଙ୍କ ସହ ଅନେକ ବଲିଉଡ୍ ତାରକା ଅଂଶଗ୍ରହଣ କରିଥିଲେ।