ଜାତି ଜନଗଣନା ଦାବି କଂଗ୍ରେସ କରିଥିଲା

ଜାତି ଜନଗଣନା ନିଷ୍ପତ୍ତିକୁ ରାହୁଲ୍ ଗାନ୍ଧୀଙ୍କ ସମର୍ଥନ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ଦୀର୍ଘଦିନ ହେବ କଂଗ୍ରେସ ଏହି ଦାବି କରି ଆସୁଥିଲା !

ଜାତି ଜନଗଣନା ଦାବି କଂଗ୍ରେସ କରିଥିଲା
Array