ଜାଲରେ ପଡିଲା ବିରାଟକାୟ ସାର୍କ ମାଛ: ଓଜନ ୩ କୁଇଣ୍ଟାଲ, ଲମ୍ବ ୭ ଫୁଟ୍…
ବାଲେଶ୍ବର: ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ ମତ୍ସ୍ୟଜୀବୀ ଜାଲରେ ଏକ ବିରାଟକାୟ ସାର୍କ ମାଛ ପଡିଛି । ଯାହାର ଓଜନ ପ୍ରାୟ ୩ କୁଇଣ୍ଟାଲ। ଲମ୍ବ ୭ ଫୁଟ ରହିଛି । ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଦୀଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଉଥିବାବେଳେ ପଶ୍ଚିମବଙ୍ଗର ଏକ କମ୍ପାନୀ ନେଇଥିବା ଜଣାପଡିିଛି। ଏହି ମାଛ ଔଷଧ ପ୍ରସ୍ତୁତି କାର୍ଯ୍ୟରେ ଲାଗୁଥିବାରୁ ମାଛର ମୂଲ୍ୟ ଅଧିକ ହୋଇଥାଏ । ତେବେ ଏହି କମ୍ପାନୀ ମାଛଟିକୁ ୨୦ ଲକ୍ଷରେ କିଣିଥିବା ଜଣାପଡ଼ିଛି।