ଜି.ଉଦୟଗିରି ସବୁଠୁ ଥଣ୍ଡା ସହର
ଜି.ଉଦୟଗିରି,୮ା୧(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ଅଞ୍ଚଳରେ ଚାରି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସୋମବାର ତାପମାତ୍ରା ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ଶନିବାର ୬.୨ଡିଗ୍ରୀ ସେଲ୍ସିୟସ ରହିଥିଲା। ପ୍ରବଳ ଶୀତ ଯୋଗୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି । ସନ୍ଧ୍ୟା ୬ଟା ପରେ ପରେ ଶୀତ ମାଡ଼ିଆସୁଛି। ସିରିକି, ମୁକୁଲିଙ୍ଗିଆ, ରାଇକୋଲା ଆଦି ସ୍ଥାନରେ ଅଧିକ ଶୀତ ଅନୁଭୂତ ହେଉଛି। ଏଣେ ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟି, […] The post ଜି.ଉଦୟଗିରି ସବୁଠୁ ଥଣ୍ଡା ସହର appeared first on Dharitri Odia News.
ଜି.ଉଦୟଗିରି,୮ା୧(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ଅଞ୍ଚଳରେ ଚାରି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସୋମବାର ତାପମାତ୍ରା ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ଶନିବାର ୬.୨ଡିଗ୍ରୀ ସେଲ୍ସିୟସ ରହିଥିଲା। ପ୍ରବଳ ଶୀତ ଯୋଗୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି । ସନ୍ଧ୍ୟା ୬ଟା ପରେ ପରେ ଶୀତ ମାଡ଼ିଆସୁଛି। ସିରିକି, ମୁକୁଲିଙ୍ଗିଆ, ରାଇକୋଲା ଆଦି ସ୍ଥାନରେ ଅଧିକ ଶୀତ ଅନୁଭୂତ ହେଉଛି। ଏଣେ ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟି, ଶ୍ରୀକୋଲା ଘାଟିରେ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି।
The post ଜି.ଉଦୟଗିରି ସବୁଠୁ ଥଣ୍ଡା ସହର appeared first on Dharitri Odia News.