ଜିଏମୟୁରେ ମହିମା ଧର୍ମ ଉପରେ ଆଲୋଚନା ଚକ୍ର
ସମ୍ବଲପୁର: ମଙ୍ଗଳବାର ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ମହିମା ଧର୍ମ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୂଳପତି ଏନ୍ ନାଗା ରାଜୁଙ୍କ ଅନୁରୋଧ ରକ୍ଷାକରି ପୂଜ୍ୟପାଦ ବ୍ରହ୍ମ୍ ଅବଧୂତ ବିରେନ୍ଦ୍ର କୁମାର ବାବା. ଚକ୍ରଧର ବାବାଙ୍କ ସହ ଗହଣରେ ଥିବା ସାଧୁ, ତ୍ୟାଗୀ ଓ ଭକ୍ତ ମାନଙ୍କୁ ନେଇ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୂଜ୍ୟ ପାଦ ବୀରେନ୍ଦ୍ର ବାବାଙ୍କ ସ୍ୱରଚିତ ପୁସ୍ତକ ଧର୍ମରେ ରହୁ ବୋଲି ମହୀ ଓ ମହିମା […]

ସମ୍ବଲପୁର: ମଙ୍ଗଳବାର ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ମହିମା ଧର୍ମ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୂଳପତି ଏନ୍ ନାଗା ରାଜୁଙ୍କ ଅନୁରୋଧ ରକ୍ଷାକରି ପୂଜ୍ୟପାଦ ବ୍ରହ୍ମ୍ ଅବଧୂତ ବିରେନ୍ଦ୍ର କୁମାର ବାବା. ଚକ୍ରଧର ବାବାଙ୍କ ସହ ଗହଣରେ ଥିବା ସାଧୁ, ତ୍ୟାଗୀ ଓ ଭକ୍ତ ମାନଙ୍କୁ ନେଇ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୂଜ୍ୟ ପାଦ ବୀରେନ୍ଦ୍ର ବାବାଙ୍କ ସ୍ୱରଚିତ ପୁସ୍ତକ ଧର୍ମରେ ରହୁ ବୋଲି ମହୀ ଓ ମହିମା ଧର୍ମ ସମୀକ୍ଷାର ନ୍ୟାୟ ପ୍ରତିମାନ ପଟେଲ ଭକ୍ତଙ୍କ ରଚିତ ଦୁଇଗୋଟି ମୂଲ୍ୟବାନ ଗ୍ରନ୍ଥ ପୂଜ୍ୟ ପାଦ ବାବା ମହୋଦୟ ପ୍ରଭୁଙ୍କୁ ଅର୍ପଣ କରି ବିଶ୍ଵବିଦ୍ୟାଳୟର କୂଳପତିଙ୍କ ଦ୍ୱ।ରା ଉନ୍ମୋଚନ ହୈଇଥିଲା।