ଜିତିକି ଛାଡ଼ି ଦେଇଥିଲେ ବିଜେପୁର, ଏବେ କଣ୍ଟାବାଞ୍ଜି ?

ହିଞ୍ଜିଳି ସହ କଣ୍ଟାବାଞ୍ଜି ୨ଟି ଆସନରୁ ନିର୍ବାଚନ ଲଢିବେ ନବୀନ।

ଜିତିକି ଛାଡ଼ି ଦେଇଥିଲେ ବିଜେପୁର, ଏବେ କଣ୍ଟାବାଞ୍ଜି ?

ଗତ 2019 ମସିହାରେ ନବୀନ ପଶ୍ଚିମ ଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢିଥିଲେ । ରାଜ୍ୟରେ ପ୍ରବଳ ମୋଦି ଲହର ବହୁଥିଲେ ମଧ୍ୟ ନବୀନ ବିଜେପୁରରୁ ଛିଡା ହେବା ଯୋଗୁଁ ବରଗଡ଼ ଲୋକସଭା କ୍ଷେତ୍ରରେ ଆସୁଥିବା ସବୁ ବିଧାନସଭା ଆସନରେ ବିଜୟୀ ହୋଇଥିଲା ବିଜେଡି। ହେଲେ ବିଜେଡିରୁ ଲୋକସଭା ପାଇଁ ଲଢୁଥିବା ପ୍ରସନ୍ନ ଆଚାର୍ଯ୍ୟ ପ୍ରାୟ 60 ହଜାର ଭୋଟରେ ବିଜେପି ପ୍ରାର୍ଥୀ ସୁରେଶ ପୁଜାରୀଙ୍କଠାରୁ ପରାସ୍ତ ହୋଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ।