ଜିମ୍‌ରେ ୮୦ବର୍ଷିୟା ବୃଦ୍ଧା କରୁଛନ୍ତି ଦମଦାର୍‌ ଓ୍ବାର୍କଆଉଟ୍‌, ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ବୟସ ଏକ ସଂଖ୍ୟା ମାତ୍ର। ଏହାକୁ ପ୍ରମାଣିତ କରିଛନ୍ତି ଜଣେ ୮୦ବର୍ଷିୟ ବୃଦ୍ଧା। ୨୦-୩୦ବର୍ଷର ଯୁବପିଢି ଟିକିଏ କାମ କରି ଥକି ଯାଉଥିବାବେଳେ ବୃଦ୍ଧାଜଣକ ପ୍ରତିଦିନ ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଛନ୍ତି। ଏହି ବୃଦ୍ଧାଙ୍କ ଓ୍ବାର୍କଆଉଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ଆଖପାଖରେ ଥିବା ଲୋକ ବୃଦ୍ଧାଙ୍କ ଓ୍ବାର୍କଆଉଟ୍‌ ଦେଖି ତାଜୁବ ହୋଇଯାଇଛନ୍ତି। ଏହି କ୍ରମରେ ଫିଟନେସ୍‌ କୋଚ୍‌ ଲୋରା ସୋମେର୍ସ ବୃଦ୍ଧାଙ୍କ ଏକ୍ସରସାଇଜ ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। […] The post ଜିମ୍‌ରେ ୮୦ବର୍ଷିୟା ବୃଦ୍ଧା କରୁଛନ୍ତି ଦମଦାର୍‌ ଓ୍ବାର୍କଆଉଟ୍‌, ଭିଡିଓ ଦେଖିଲେ ଉଡିଯିବ ହୋସ୍‌ appeared first on Dharitri Odia News.

ଜିମ୍‌ରେ ୮୦ବର୍ଷିୟା ବୃଦ୍ଧା କରୁଛନ୍ତି ଦମଦାର୍‌ ଓ୍ବାର୍କଆଉଟ୍‌, ଭିଡିଓ ଦେଖିଲେ ଉଡିଯିବ ହୋସ୍‌

ବୟସ ଏକ ସଂଖ୍ୟା ମାତ୍ର। ଏହାକୁ ପ୍ରମାଣିତ କରିଛନ୍ତି ଜଣେ ୮୦ବର୍ଷିୟ ବୃଦ୍ଧା। ୨୦-୩୦ବର୍ଷର ଯୁବପିଢି ଟିକିଏ କାମ କରି ଥକି ଯାଉଥିବାବେଳେ ବୃଦ୍ଧାଜଣକ ପ୍ରତିଦିନ ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଛନ୍ତି।
ଏହି ବୃଦ୍ଧାଙ୍କ ଓ୍ବାର୍କଆଉଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ଆଖପାଖରେ ଥିବା ଲୋକ ବୃଦ୍ଧାଙ୍କ ଓ୍ବାର୍କଆଉଟ୍‌ ଦେଖି ତାଜୁବ ହୋଇଯାଇଛନ୍ତି। ଏହି କ୍ରମରେ ଫିଟନେସ୍‌ କୋଚ୍‌ ଲୋରା ସୋମେର୍ସ ବୃଦ୍ଧାଙ୍କ ଏକ୍ସରସାଇଜ ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଭିଡିଓରେ ବୃଦ୍ଧାଜଣକ ଜିମ୍‌ରେ ହ୍ୟାଙ୍ଗିଙ୍ଗ ଲେଗ ରେଜ କରୁଛନ୍ତି। ୮୦ବର୍ଷିୟା ବୃଦ୍ଧାଙ୍କର ଏପରି ଓ୍ବାର୍କଆଉଟ୍‌ ଦେଖି ୟୁସର୍ଜ ଖୁବ୍‌ ପସନ୍ଦ କରୁଛନ୍ତି। ସେ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣା ବୋଲି କମେଣ୍ଟସରେ ଲୋକେ କହିଛନ୍ତି।

The post ଜିମ୍‌ରେ ୮୦ବର୍ଷିୟା ବୃଦ୍ଧା କରୁଛନ୍ତି ଦମଦାର୍‌ ଓ୍ବାର୍କଆଉଟ୍‌, ଭିଡିଓ ଦେଖିଲେ ଉଡିଯିବ ହୋସ୍‌ appeared first on Dharitri Odia News.