ଜିରାଳ ସାପ୍ତାହିକ ହାଟରେ ବୋମାମାଡ, ବୋଲେରୋ ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା
କାମାକ୍ଷାନଗର ୦୫/୦୪: ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ଗୋରୁବେପାରିଙ୍କ ଉପରକୁ ବୋମାମାଡ କରି ବୋଲେରୋ ଗାଡିସହ ଲକ୍ଷାଧିକ ଟଙ୍କା ଲୁଟିନେଲେ । ୩ ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବୋମାମାଡ କରି ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସର ତଦନ୍ତ ଆରମ୍ଭ । ସୂଚନାଥାଉକି, ଗୋରୁବେପାରିଙ୍କ ଉପରକୁ ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ଟା ବାଇକରେ ଆସି୬ ଜଣ ଦୁର୍ବୃତ୍ତ ବୋମାମାଡ କରି ବନ୍ଧୁକ ଦେଖାଇ ଲୁଟିନେଇଥିଲେ ଟଙ୍କା । ସେପଟ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କାମାକ୍ଷାନଗର ୦୫/୦୪: ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ଗୋରୁବେପାରିଙ୍କ ଉପରକୁ ବୋମାମାଡ କରି ବୋଲେରୋ ଗାଡିସହ ଲକ୍ଷାଧିକ ଟଙ୍କା ଲୁଟିନେଲେ । ୩ ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବୋମାମାଡ କରି ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସର ତଦନ୍ତ ଆରମ୍ଭ ।
ସୂଚନାଥାଉକି, ଗୋରୁବେପାରିଙ୍କ ଉପରକୁ ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ଟା ବାଇକରେ ଆସି୬ ଜଣ ଦୁର୍ବୃତ୍ତ ବୋମାମାଡ କରି ବନ୍ଧୁକ ଦେଖାଇ ଲୁଟିନେଇଥିଲେ ଟଙ୍କା । ସେପଟ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।