ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର, ନିଲମ୍ବିତ ହେଲେ ରେଢାଖୋଲ ତହସିଲ ଅଫିସ ଅମିନ
ସମ୍ବଲପୁର ୧୬।୧୧: ସମ୍ବଲପୁର ରେଢାଖୋଲ ତହସିଲ ଅଫିସ ଅମିନ ନିଲମ୍ବିତ । ଅମିନ କୁଲମଣି ନାଏକଙ୍କୁ ନିଲମ୍ବନ କଲେ ସମ୍ବଲପୁର ଜିଲ୍ଲାପାଳ । ନିର୍ବାଚିତ ଜନପ୍ରତିନିଧିଙ୍କୁ ଦୁର୍ବ୍ୟହାର ଓ ଅଶୋଭନୀୟ ଆଚରଣ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ଅବଧି ସମୟରେ ସେ ହେଡକ୍ବାର୍ଟର ଛାଡି ଯାଇ ପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।ସୂଚନାଯୋଗ୍ୟ ଯେ, ରେଢାଖୋଲ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅମିନ ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ କରିଥିଲେ ।You Can Read:କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ୨୦ ଦେଶର ରାଷ୍ଟ୍ରଦୂତ
ସମ୍ବଲପୁର ୧୬।୧୧: ସମ୍ବଲପୁର ରେଢାଖୋଲ ତହସିଲ ଅଫିସ ଅମିନ ନିଲମ୍ବିତ । ଅମିନ କୁଲମଣି ନାଏକଙ୍କୁ ନିଲମ୍ବନ କଲେ ସମ୍ବଲପୁର ଜିଲ୍ଲାପାଳ । ନିର୍ବାଚିତ ଜନପ୍ରତିନିଧିଙ୍କୁ ଦୁର୍ବ୍ୟହାର ଓ ଅଶୋଭନୀୟ ଆଚରଣ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ଅବଧି ସମୟରେ ସେ ହେଡକ୍ବାର୍ଟର ଛାଡି ଯାଇ ପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ, ରେଢାଖୋଲ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅମିନ ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ କରିଥିଲେ ।
You Can Read: