ଜିଲ୍ଲା ପ୍ରରିଷଦ କାର୍ଯ୍ୟାଳୟ ଠାରେ ମହରମ ପାଇଁ ପ୍ରଶାସନ ର ଶାନ୍ତି କମିଟି ବୈଠକ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହରମ ପାଇଁ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ଏହି ବୈଠକରେ ସହରର ୮ ଗୋଟି ମ଼ହରମ କମିଟିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ତେବେ ଚଳିତ ବର୍ଷ ମହରମ ପାଇଁ ବିନା ଅସ୍ତ୍ରଶସ୍ତ୍ର ପ୍ରଦର୍ସନ କରି ଶାନ୍ତିପୁର୍ଣ୍ଣ ଭାବରେ ଶୋଭାଯାତ୍ରା କରିବାକୁ ମହରମ କମିଟି କୁ ନିଦ୍ଧେର୍ଶ ଦିଆଯାଇଛି। ଏହି ବୈଠକରେ ଅତିରିକ୍ତ […] The post ଜିଲ୍ଲା ପ୍ରରିଷଦ କାର୍ଯ୍ୟାଳୟ ଠାରେ ମହରମ ପାଇଁ ପ୍ରଶାସନ ର ଶାନ୍ତି କମିଟି ବୈଠକ appeared first on Odisha.News.

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହରମ ପାଇଁ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ଏହି ବୈଠକରେ ସହରର ୮ ଗୋଟି ମ଼ହରମ କମିଟିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ତେବେ ଚଳିତ ବର୍ଷ ମହରମ ପାଇଁ ବିନା ଅସ୍ତ୍ରଶସ୍ତ୍ର ପ୍ରଦର୍ସନ କରି ଶାନ୍ତିପୁର୍ଣ୍ଣ ଭାବରେ ଶୋଭାଯାତ୍ରା କରିବାକୁ ମହରମ କମିଟି କୁ ନିଦ୍ଧେର୍ଶ ଦିଆଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ଅତିରିକ୍ତ ଏସପି ହରେଶ କର୍ଣ୍ଣ, ଉପଜିଲ୍ଲାପାଳ ଡକ୍ଟର ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ମହାନଗର ନିଗମ କମିଶନର ବେଦଭୁଷଣ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
The post ଜିଲ୍ଲା ପ୍ରରିଷଦ କାର୍ଯ୍ୟାଳୟ ଠାରେ ମହରମ ପାଇଁ ପ୍ରଶାସନ ର ଶାନ୍ତି କମିଟି ବୈଠକ appeared first on Odisha.News.