ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନିତ

ଭୁବନେଶ୍ୱର : ଜାତି ନନ୍ଦିଘୋଷ କନକ୍ଲେଭରେ ବହୁ ବିଶିଷ୍ଟ ବ୍ଯକ୍ତି ସମ୍ବର୍ଦ୍ଧିତ। ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ... The post ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନିତ appeared first on .

ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନିତ

ଭୁବନେଶ୍ୱର : ଜାତି ନନ୍ଦିଘୋଷ କନକ୍ଲେଭରେ ବହୁ ବିଶିଷ୍ଟ ବ୍ଯକ୍ତି ସମ୍ବର୍ଦ୍ଧିତ। ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ଚଳଚ୍ଚିତ୍ର ଜଗତର ସ୍ପର୍ଦ୍ଧିତ ସ୍ବର ତାନସେନ ସିଂ, ଗବେଷକ, ସାହିତ୍ଯିକ, ଚିନ୍ତାନାୟକ ଡକ୍ଟର ଗୌରାଙ୍କ ଚରଣ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହ ଏକାମ୍ର ପ୍ରକଳ୍ପ ପରାମର୍ଶଦାତା ଓ ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ଗ୍ଲୋବାଲ ସିଇଓ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ବି କରାଯାଥିଲା ସମ୍ମାନିତ।

ସେହିପରି କବୟିତ୍ରୀ, ଡକ୍ଟର ପ୍ରୀତିଧାରା ସାମଲ, ଫିଟନେସ ମେଣ୍ଟର ସୀମାଞ୍ଚଳ ବାରିକ, ଗାୟକ ସୌରଭ ଭରଦ୍ବାଜ, ବରିଷ୍ଠ ଆଇନଜୀବୀ ସିତାଂଶୁ ଦ୍ବିବେଦୀ, ସିଦ୍ଧାର୍ଥ ଦାସ, ମଧୁମାଧବ ଜେନା, ଡିଏନ ଗ୍ରୁପ ଅଧ୍ଯକ୍ଷ ଜଗଦୀଶ ପ୍ରସାଦ ନାୟକ, ଖିମଜୀ ଗ୍ରୁପ ନିର୍ଦ୍ଦେଶକ ମିତେଶ ଖିମଜୀ, ଜୟ ଭାରତ ସ୍ପାଇସ ଏମଡି ସୁଶାନ୍ତ ପଣ୍ଡା ପ୍ରମୁଖଙ୍କୁ ଦିଆଯାଇଥିଲା ସମ୍ବର୍ଦ୍ଧନା।

The post ଜୀବନ ବ୍ଯାପୀ ସାଧନା ଲାଗି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ସମ୍ମାନିତ appeared first on .