ଜୀବନ ବ୍ୟାପୀ ସାଧନା ସମ୍ମାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ
ଆସୋଚାମ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ । ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଅଫ୍ ଇଣ୍ଡିଆ (ଆସୋଚାମ) ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି । ଆଜି ଭୁବନେଶ୍ୱରରେ ଆସୋଚାମ ପକ୍ଷରୁ ଆୟୋଜିତ ଓଡିଶା ଏଡୁମିଟ୍ସ ଏବଂ ଏକ୍ସଲେନ୍ସ ଆୱାର୍ଡ ୨୦୨୪ ଅବସରରେ ଏହି […] The post ଜୀବନ ବ୍ୟାପୀ ସାଧନା ସମ୍ମାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ appeared first on KNews Odisha.

ଆସୋଚାମ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ । ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଅଫ୍ ଇଣ୍ଡିଆ (ଆସୋଚାମ) ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି ।
ଆଜି ଭୁବନେଶ୍ୱରରେ ଆସୋଚାମ ପକ୍ଷରୁ ଆୟୋଜିତ ଓଡିଶା ଏଡୁମିଟ୍ସ ଏବଂ ଏକ୍ସଲେନ୍ସ ଆୱାର୍ଡ ୨୦୨୪ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଓଡିଶାର ବିକାଶ ତଥା ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିବାରେ ଶିକ୍ଷା ଏବଂ ନବସୃଜନର ମହତ୍ତ୍ୱ ଦର୍ଶାଯାଇଥିଲା। ଏହି ସମ୍ମାନ ପ୍ରଦାନ କରିଥିବାରୁ ଡକ୍ଟର ସାମନ୍ତ ଆସୋଚାମକୁ ଧନ୍ୟବାଦ ଜଣାଇଛନ୍ତି ।
The post ଜୀବନ ବ୍ୟାପୀ ସାଧନା ସମ୍ମାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ appeared first on KNews Odisha.