ଜୀବନ ଯୁଦ୍ଧରେ ହାରିଗଲେ ୬ ବର୍ଷର ଶିଶୁ
ରଓ୍ବୋ,୧୪ା୪: ମଧ୍ୟପ୍ରଦେଶର ରଓ୍ବୋ ଜିଲାରେ ୨ ଦିନ ପୂର୍ବରୁ ଏକ ବୋର୍ଓ୍ବେଲ୍ରେ ଖସିପଡ଼ିଥିବା ୬ ବର୍ଷର ଶିଶୁ ରବିବାର ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶ ସୀମାରେ ଥିବା ମନିକା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ୭୦ ଫୁଟ୍ ଗଭୀର ବୋର୍ଓ୍ବେଲ୍ରେ ଖସିପଡ଼ିଥିଲେ। ତାଙ୍କୁ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଇଆର୍ଏଫ୍, ସ୍ଥାନୀୟ କର୍ତ୍ତୃପକ୍ଷ ନିୟୋଜିତ ଥିଲେ। ତେବେ ୨ ଦିନର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ସେମାନେ ଶିଶୁଟିକୁ ବଞ୍ଚାଇ ପାରି ନାହାନ୍ତି। ଶିଶୁ ପାଖକୁ ଅକ୍ସିଜେନ୍ […] The post ଜୀବନ ଯୁଦ୍ଧରେ ହାରିଗଲେ ୬ ବର୍ଷର ଶିଶୁ appeared first on Dharitri Odia News.
ରଓ୍ବୋ,୧୪ା୪: ମଧ୍ୟପ୍ରଦେଶର ରଓ୍ବୋ ଜିଲାରେ ୨ ଦିନ ପୂର୍ବରୁ ଏକ ବୋର୍ଓ୍ବେଲ୍ରେ ଖସିପଡ଼ିଥିବା ୬ ବର୍ଷର ଶିଶୁ ରବିବାର ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶ ସୀମାରେ ଥିବା ମନିକା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ୭୦ ଫୁଟ୍ ଗଭୀର ବୋର୍ଓ୍ବେଲ୍ରେ ଖସିପଡ଼ିଥିଲେ। ତାଙ୍କୁ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଇଆର୍ଏଫ୍, ସ୍ଥାନୀୟ କର୍ତ୍ତୃପକ୍ଷ ନିୟୋଜିତ ଥିଲେ। ତେବେ ୨ ଦିନର ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ସେମାନେ ଶିଶୁଟିକୁ ବଞ୍ଚାଇ ପାରି ନାହାନ୍ତି। ଶିଶୁ ପାଖକୁ ଅକ୍ସିଜେନ୍ ଛଡ଼ାଯିବା ସହ ତାଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ଏକ ଗର୍ତ୍ତ ଖୋଳାଯାଇଥିଲା।
The post ଜୀବନ ଯୁଦ୍ଧରେ ହାରିଗଲେ ୬ ବର୍ଷର ଶିଶୁ appeared first on Dharitri Odia News.