ଜୀବନ ସହ ଲଢୁଛନ୍ତି FM କଲେଜ ପୀଡ଼ିତା, ଏମ୍ସରେ ପହଞ୍ଚି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ସମସ୍ତେ ଜାଣିଥିଲେ, କେହି ଶୁଣିଲେନି...ଅଧ୍ୟାପକଙ୍କ ଯୌନ ନିର୍ଯାତନାରୁ ତିଳ ତିଳ ହୋଇ ଜଳିବା ପରେ...ପ୍ରିନସିପାଲଙ୍କ ଚାମ୍ବର ଆଗରେ ନିଜକୁ ପୂରା ଜାଳିଦେବାର ଚେଷ୍ଟା ପରଠୁ, ଭୁବନେଶ୍ବର AIIMSରେ ମରଣ ସହ ଯୁଝୁଛନ୍ତି ଏଫ୍ଏମ୍ କ୍ୟାମ୍ପସ ପୀଡ଼ିତା।...ଆଉ ଜୀବନ ବଞ୍ଚାଇବାକୁ ଲଢ଼େଇ ଜାରି ରଖିଛନ୍ତି ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ୮ ଜଣିଆ ବିଶେଷଜ୍ଞ ଟିମଙ୍କ ସହ ପୂରା ଚିକିତ୍ସା ବ୍ୟବସ୍ଥା।...

ଜୀବନ ସହ ଲଢୁଛନ୍ତି FM କଲେଜ ପୀଡ଼ିତା, ଏମ୍ସରେ ପହଞ୍ଚି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
Array