RCB vs GT, IPL 2025: କିଏ ମାରିବ ଆଜି ବାଜି ? କ’ଣ ରହିଛି ପିଚ୍‌ ରିପୋର୍ଟ ? ଜାଣନ୍ତୁ...

ଦିନକୁ ଦିନ ରୋମାଞ୍ଚକର ହେଉଛି ଆଇପିଏଲ ।  ଦିନ ଗଡୁଛି ଲଢ଼େଇ ଜୋରଦାର ହେଉଛି ।  ଆଜି ୧୪ତମ ଲିଗ୍ ମ୍ୟାଚରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ । 

RCB vs GT, IPL 2025: କିଏ ମାରିବ ଆଜି ବାଜି ? କ’ଣ ରହିଛି ପିଚ୍‌ ରିପୋର୍ଟ ? ଜାଣନ୍ତୁ...
Array