ଜୁଆ ଆଡ୍ଡା ଉପରେ ଚଢଉ, ୧୧ ଜୁଆଡ଼ି ଗିରଫ
ଟିଟିଲାଗଡ଼ : ୧୧ ଜୁଆଡ଼ି ଗିରଫ । ଜୁଆ ଆଡ୍ଡା ଉପରେ ଚଢଉ କରି ଗିରଫ କଲା ଟିଟିଲାଗଡ଼ ଥାନା ପୋଲିସ । ଗତ ବିଳମ୍ବିତ ରାତିରେ କୁମୁଡ଼ା ପାହାଡ଼ ପଛ ପଟେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ଜୁଆ ଆଡ୍ଡା ଉପରେ ଟିଟିଲାଗଡ ପୋଲିସ ଚଢ଼ାଉ କରିଥିଲା । ସେଠାରେ ଜୁଆ ଖେଳୁଥିବା ୧୧ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୩୨ ହଜାର […] The post ଜୁଆ ଆଡ୍ଡା ଉପରେ ଚଢଉ, ୧୧ ଜୁଆଡ଼ି ଗିରଫ appeared first on KNews Odisha.

ଟିଟିଲାଗଡ଼ : ୧୧ ଜୁଆଡ଼ି ଗିରଫ । ଜୁଆ ଆଡ୍ଡା ଉପରେ ଚଢଉ କରି ଗିରଫ କଲା ଟିଟିଲାଗଡ଼ ଥାନା ପୋଲିସ । ଗତ ବିଳମ୍ବିତ ରାତିରେ କୁମୁଡ଼ା ପାହାଡ଼ ପଛ ପଟେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ଜୁଆ ଆଡ୍ଡା ଉପରେ ଟିଟିଲାଗଡ ପୋଲିସ ଚଢ଼ାଉ କରିଥିଲା । ସେଠାରେ ଜୁଆ ଖେଳୁଥିବା ୧୧ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୩୨ ହଜାର ଟଙ୍କା ଜବତ କରିବା ସହ ୨ଟି ବାଇକ ଓ ୬ଟି ଫୋନ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତ ଟିଟିଲାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ନାଁରେ ପୂର୍ବରୁ ମଧ୍ଯ ଅନେକ ମାମଲା ରହିଛି ।
The post ଜୁଆ ଆଡ୍ଡା ଉପରେ ଚଢଉ, ୧୧ ଜୁଆଡ଼ି ଗିରଫ appeared first on KNews Odisha.