ଜୁଆ ଆଡ୍ଡାରେ ଚଢ଼ାଉ, ୨୫ ଜୁଆଡି ଗିରଫ

ଟିଟିଲାଗଡ଼(କେନ୍ୟୁଜ୍‌): ଟିଟିଲାଗଡ଼ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି୨୫ ଜଣ ଜୁଆଡିଙ୍କୁ ଗିରଫ କରିଛି। କୁମୁଡା ଗାଁର ଏକ ଘରେ ଜୁଆ ଖେଳ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରି ଟିଟିଲାଗଡ଼ ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ୨୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୭୮ହଜାର ୬୪୧ ଟଙ୍କା ଜବତ […] The post ଜୁଆ ଆଡ୍ଡାରେ ଚଢ଼ାଉ, ୨୫ ଜୁଆଡି ଗିରଫ appeared first on KNews Odisha.

ଜୁଆ ଆଡ୍ଡାରେ ଚଢ଼ାଉ, ୨୫ ଜୁଆଡି ଗିରଫ

ଟିଟିଲାଗଡ଼(କେନ୍ୟୁଜ୍‌): ଟିଟିଲାଗଡ଼ ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି୨୫ ଜଣ ଜୁଆଡିଙ୍କୁ ଗିରଫ କରିଛି। କୁମୁଡା ଗାଁର ଏକ ଘରେ ଜୁଆ ଖେଳ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରି ଟିଟିଲାଗଡ଼ ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ୨୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୭୮ହଜାର ୬୪୧ ଟଙ୍କା ଜବତ କରିଛି । ୯ଟି ବାଇକ,୨୧ଟି ମୋବାଇଲ ଫୋନ ସହ ପାଞ୍ଚ ପ୍ୟାକେଟ ତାସ ବି ପୋଲିସ ଜବତ କରିଛି । ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଥିୱା ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର କହିଛନ୍ତି।

The post ଜୁଆ ଆଡ୍ଡାରେ ଚଢ଼ାଉ, ୨୫ ଜୁଆଡି ଗିରଫ appeared first on KNews Odisha.