ସିଲ୍ ହେଲା ହସ୍ପିଟାଲ

ପୁରୀରେ ଆଜି ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳାଙ୍କର ଜୀବନ ଚାଲିଯିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ଭିତ୍ତିକରି ସେଠାରେ ଜିଲ୍ଲା ପ୍ରଶାସନ ପହଞ୍ଚିଥିଲା। ଆଉ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଏକାଧିକ ତ୍ରୁଟି କାରଣରୁ ସେହି ହସ୍ପିଟାଲକୁ ସିଲ୍ କରିଦିଆଯାଇଛି

ସିଲ୍ ହେଲା ହସ୍ପିଟାଲ
Array