ଜୁନରୁ କ୍ରିକେଟରେ ନୂଆ ନିୟମ, ନମାନିଲେ ପେନାଲ୍ଟି ୫ ରନ୍
ମ୍ୟାଚ ରେଜଲ୍ଟ ବଦଳାଇଦେବ ନୂଆ ନିୟମ ! ଏଣିକି ମ୍ୟାଚରେ ଶେଷରେ ନୁହେଁ, ମ୍ୟାଚବେଳେ ମହଙ୍ଗା ପଡ଼ିବ ମନ୍ଥର ବୋଲିଂ ନିୟମ ଭାଙ୍ଗିଲେ ହାତରୁ ଯାଇପାରେ ମ୍ୟାଚ୍ ।
ମ୍ୟାଚ ରେଜଲ୍ଟ ବଦଳାଇଦେବ ନୂଆ ନିୟମ ! ଏଣିକି ମ୍ୟାଚରେ ଶେଷରେ ନୁହେଁ, ମ୍ୟାଚବେଳେ ମହଙ୍ଗା ପଡ଼ିବ ମନ୍ଥର ବୋଲିଂ
ନିୟମ ଭାଙ୍ଗିଲେ ହାତରୁ ଯାଇପାରେ ମ୍ୟାଚ୍ ।