ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଜ୍ୟୋତିର୍ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ଏକସଙ୍ଗେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍‌ ଓ ନେପ୍‌ଚୁନ ଜୁନ୍‌ ୩ରେ ଗୋଟିଏ ସରଳରେଖାରେ ଅବସ୍ଥାପିତ ହୋଇଥିବା ଦେଖାଯିବ। ସୌର ଜଗତର କେତେକ ଗ୍ରହର କକ୍ଷ ଏକ ସମୟରେ ସେମାନଙ୍କୁ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ ରଖିଲେ ସେମାନେ ଆକାଶରେ ଗୋଟିଏ […] The post ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ appeared first on Dharitri Odia News.

ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଜ୍ୟୋତିର୍ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ ଏକସଙ୍ଗେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍‌ ଓ ନେପ୍‌ଚୁନ ଜୁନ୍‌ ୩ରେ ଗୋଟିଏ ସରଳରେଖାରେ ଅବସ୍ଥାପିତ ହୋଇଥିବା ଦେଖାଯିବ। ସୌର ଜଗତର କେତେକ ଗ୍ରହର କକ୍ଷ ଏକ ସମୟରେ ସେମାନଙ୍କୁ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ ରଖିଲେ ସେମାନେ ଆକାଶରେ ଗୋଟିଏ ଲାଇନରେ ରହିବା ଭଳି ଦେଖାଯାଇଥାନ୍ତି ବୋଲି ୟୁନିଭର୍ସିଟି କଲେଜ ଲଣ୍ଡନର ଫିଜିକ୍ସ ଓ ଆଷ୍ଟ୍ରୋନୋମି ବିଭାଗ ଅଧ୍ୟାପକ କେଟେ ପାଟଲ୍‌ କହିଛନ୍ତି।

The post ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ appeared first on Dharitri Odia News.