ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଯେପରି କି ଜେଜେ ବାପା ବୟସର  ଲୋକଙ୍କୁ କେହି କେହି ସ୍ବାମୀ କହିବାକୁ ପଛାଉ ନ ଥିବା ବେଳେ  ଜେଜେ ମା’ ବୟସର ମହିଳାଙ୍କୁ ସ୍ତ୍ରୀ କହିବାକୁ ପଛାଉ ନାହାନ୍ତି। ଏପରି  ଭିଡିଓକୁ  ଅଧିକ ଲାଇକ୍‌ କମେଣ୍ଟ ଶେୟାର ଯାଉଥିବାରୁ ଭିଡିଓ ଭାଇରାଲ ହେଉଛି ବୋଲି […] The post ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ…  appeared first on Dharitri Odia News.

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 
ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଯେପରି କି ଜେଜେ ବାପା ବୟସର  ଲୋକଙ୍କୁ କେହି କେହି ସ୍ବାମୀ କହିବାକୁ ପଛାଉ ନ ଥିବା ବେଳେ  ଜେଜେ ମା’ ବୟସର ମହିଳାଙ୍କୁ ସ୍ତ୍ରୀ କହିବାକୁ ପଛାଉ ନାହାନ୍ତି। ଏପରି  ଭିଡିଓକୁ  ଅଧିକ ଲାଇକ୍‌ କମେଣ୍ଟ ଶେୟାର ଯାଉଥିବାରୁ ଭିଡିଓ ଭାଇରାଲ ହେଉଛି ବୋଲି କୁହାଯାଉଛି।
ତେବେ ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା କ୍ୟୁଟି  ଗୁଡି କୁମାରୀଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି।  ଯେଉଁଥିରେ ଜଣେ ଯୁବତୀ ୬୦ କିମ୍ବା ୭୦ ବର୍ଷର ବୃଦ୍ଧଙ୍କୁ  ନିଜ ସ୍ବାମୀ କହିବା ସହିତ କେଉଁ ଏହା ଜନ୍ମର ପୁଣ୍ୟ ଫଳ ବୋଲି କହିଛନ୍ତି।  ତେବେ  ଯୁବତୀ ଜଣଙ୍କ ଏତେ ଖୁସିଥିବାରୁ ଏହି ଭିଡିଓ ମନୋରଞ୍ଜନ ଉଦ୍ଦେଶ୍ୟରେ  କରାଯାଇଥିବା କୁହାଯାଉଛି। ତେବେ ପୂର୍ବରୁ  ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି।

 

View this post on Instagram

 

A post shared by Guddi3 (@cuty_guddi_kumari_9011)

The post ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ…  appeared first on Dharitri Odia News.