ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଶୁଦ୍ଧିକ୍ରିୟା ରେ ସହାୟତା

ହାଟଡିହି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଂଚାୟତ ଚଣ୍ଡୀଆ ଗ୍ରାମର ରତ୍ନାକର ଜେନାଙ୍କ ମାଙ୍କ ଦେହ  ଅସୁସ୍ଥ ଥିଲା  । ତେଣୁ ଉନ୍ନତ ମାନର ଚିକିତ୍ସା କରିନପାରି ଯନ୍ତ୍ରଣା ରେ ଜର୍ଜରିତ ହୋଇ ମୃତ୍ୟୁବରଣ କରିଥିଲେ ।ସେ ତାଙ୍କ ପରିବାର ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିଲେ,ତେଣୁ ଏହି ଖବର କେନ୍ଦୁଝର ଜିଲ୍ଲାର ସକ୍ରିୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ କୁ ଜଣାଇବା ପରେ ଟ୍ରଷ୍ଟ  ତରଫରୁ ଏହି ଗରିବ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ନିମନ୍ତେ […] The post ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଶୁଦ୍ଧିକ୍ରିୟା ରେ ସହାୟତା appeared first on Odisha.News.

ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଶୁଦ୍ଧିକ୍ରିୟା ରେ ସହାୟତା

ହାଟଡିହି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଂଚାୟତ ଚଣ୍ଡୀଆ ଗ୍ରାମର ରତ୍ନାକର ଜେନାଙ୍କ ମାଙ୍କ ଦେହ  ଅସୁସ୍ଥ ଥିଲା  । ତେଣୁ ଉନ୍ନତ ମାନର ଚିକିତ୍ସା କରିନପାରି ଯନ୍ତ୍ରଣା ରେ ଜର୍ଜରିତ ହୋଇ ମୃତ୍ୟୁବରଣ କରିଥିଲେ ।ସେ ତାଙ୍କ ପରିବାର ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିଲେ,ତେଣୁ ଏହି ଖବର କେନ୍ଦୁଝର ଜିଲ୍ଲାର ସକ୍ରିୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ କୁ ଜଣାଇବା ପରେ ଟ୍ରଷ୍ଟ  ତରଫରୁ ଏହି ଗରିବ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ନିମନ୍ତେ ସମସ୍ତ ପ୍ରକାର ରାସନ ସାମଗ୍ରୀ ସହାୟତା କରାଯିବା ସହିତ ଶୁଖିଲା ଖାଦ୍ୟ ଯୋଗାଇ ଦିଆଗଲା ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ସଭାପତି ଅବିନାଶ ତ୍ରିପାଠୀ ,ରାକେଶ କୁମାର ଜେନା , ଙ୍କ ସହ ଟ୍ରଷ୍ଟ ର ଅଧ୍ୟକ୍ଷା ସୁରେଶ୍ଵରୀ ସାଗରିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ର ଏପରି ପରିସ୍ଥିତିରେ ସହୋଜଗ କୁ ହାଟଡିହି ଅଞ୍ଚଳ ର ବୁଦ୍ଧିଜୀବୀ ମାନେ କୃତଜ୍ଞତା ଜଣାଇଛନ୍ତି।

The post ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଶୁଦ୍ଧିକ୍ରିୟା ରେ ସହାୟତା appeared first on Odisha.News.