ଜୟନାରାୟଣଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ବିଜେଡି ସରକାରକୁ ଫେରିବା ପାଇଁ ହେଲେ…
ଭୁବନେଶ୍ୱର,୨୨।୭: ଭାଜପା ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଜୟନାରାୟଣ କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍। ସରକାରକୁ ଫେରିବା ପାଇଁ ହେଲେ ସେ ସେତେବେଳେ ପର୍ଯ୍ୟନ୍ତ ବଞ୍ଚିଥିଲେ ତ। ବିଜେଡିକୁ ରାଜନୈତିକ ଶିଷ୍ଠାଚାର ଜଣାନଥିଲା ଆମେ ଶିଷ୍ଠାଚାର ବିହୀନ କାମ କରିବୁ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ସୋମବାର ବିଧାନସଭା ଆରମ୍ଭ ହୋଇଛି। ତେବେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ ବିଜେଡି ଆଉ କଂଗ୍ରେସ କକ୍ଷ ତ୍ୟାଗ କରିଛନ୍ତି । ଏହି ସମୟରେ […] The post ଜୟନାରାୟଣଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ବିଜେଡି ସରକାରକୁ ଫେରିବା ପାଇଁ ହେଲେ… appeared first on Dharitri Odia News.
ଭୁବନେଶ୍ୱର,୨୨।୭: ଭାଜପା ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଜୟନାରାୟଣ କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍। ସରକାରକୁ ଫେରିବା ପାଇଁ ହେଲେ ସେ ସେତେବେଳେ ପର୍ଯ୍ୟନ୍ତ ବଞ୍ଚିଥିଲେ ତ। ବିଜେଡିକୁ ରାଜନୈତିକ ଶିଷ୍ଠାଚାର ଜଣାନଥିଲା ଆମେ ଶିଷ୍ଠାଚାର ବିହୀନ କାମ କରିବୁ ନାହିଁ ବୋଲି ଜୟନାରାୟଣ କହିଛନ୍ତି।
ସୋମବାର ବିଧାନସଭା ଆରମ୍ଭ ହୋଇଛି। ତେବେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ ବିଜେଡି ଆଉ କଂଗ୍ରେସ କକ୍ଷ ତ୍ୟାଗ କରିଛନ୍ତି । ଏହି ସମୟରେ ବିରୋଧୀ ଦଳ ନେତା ମୁଖ୍ୟ ନବୀନ ପଟ୍ଟନାୟକ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
The post ଜୟନାରାୟଣଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ବିଜେଡି ସରକାରକୁ ଫେରିବା ପାଇଁ ହେଲେ… appeared first on Dharitri Odia News.